ପୁଣି କୃଷି ଆଇନ ଲାଗୁ କରିପାରନ୍ତି କେନ୍ଦ୍ର ସରକାର: କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ପୂୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗ ଦେଇନଥିବା ବେଳେ ସର୍ବଦଳୀୟ ବୈଠକ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କୃଷି ଆଇନ ପ୍ରତ୍ୟାହାରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ‌ସେ କହିଛନ୍ତି ଯେ, ଆମେ ଏମଏସପି ଗ୍ୟାରେଣ୍ଟି ନିୟମ, କରୋନାରେ ମରିଥିବା ୫୨ ଲକ୍ଷ ଲୋକଙ୍କୁ ସହାୟତା ଦେବାକୁ ଦାବି କରିଥିଲୁ। ହେଲେ ପ୍ରଧାନମନ୍ତ୍ରୀ … Continue reading ପୁଣି କୃଷି ଆଇନ ଲାଗୁ କରିପାରନ୍ତି କେନ୍ଦ୍ର ସରକାର: କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ